ଧକ୍ସକ୍ Dhak-sak
- ଦେ. ବି — କଇଁ କଇଁ କାନ୍ଦିବା — Weeping bitterly with gasping; sobbing; moaning
- ଦେ. ବିଣ — କଇଁ କଇଁ ହୋଇ କାନ୍ଦୁଥିବା — Weeping with gasping; sobbing
- କ୍ରି. ବିଣ — କଇଁ କଇଁ ହୋଇ — Sobbingly
- କ୍ରି. ବିଣ — ଧକସକ କାନ୍ଦ୍ ନାଁ ମୁଁ ଅଳଲିଣି, ଦୀପ ଲଗେଇ ଦେଖ୍ ପିଠି ମୁଁ ଲାଉ— ତୋରା ଭାବ ପାଇଲିଣି—ଢଗ ।