ଧକାଇବା Dhakāibā
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ଧକ୍କା ମାରିବା — 1. To push violently with the arms
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ପରିଶ୍ରମ ପରେ ଖରଶ୍ୱାସ ମାରିବା — To gasp; to pant
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ତେବେ ହେଲେ ତଳକୁ ନ ପାରିଲେ ଟେକି ରହିଲେ ଅଧିରଥଙ୍କର ସୁତ ଧକି। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ଅସହ୍ୟ ଗ୍ରୀଷ୍ମ ୟୋଗୁଁ ଖରଶ୍ୱାସ ମାରିବା — To pant on account of extreme heat
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ଲଣ୍ଡା ତରୁ ସନ୍ଧି—ବିବରେ ଧକେଇ ହେଉଣ ଥାନ୍ତି ବିହଙ୍ଗେ। ରାଧାନାଥ. ଯଯାତି। କୁକୁର x x x ଡେମ୍ଫେ ଜିଭଟା କାଢ଼ି ପକାଇ ଧକାଉଅଛି। ଫକୀରମୋହନ, ଛମାଣ ଆଠଗୁଣ୍ଠ।
- ଦେ. କ୍ରି. (ସଂ. ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଳେଶ ଦେବା) — ଧକ ଧକ ହେବା; ସ୍ପନ୍ଦିତ ହେବା — To palpitate; to throb