ଧକଲାଇବା Dhakalāibā

  • ଦେ. ନ୍ତ୍ରି — ଧକ୍କାମାରି ଏଦିଗ ସେଦିଗକୁ ନେବା — To push a man to and fro
  • ଦେ. ନ୍ତ୍ରି — ସଂକୀର୍ଣ୍ଣ ସ୍ଥାନରେ ବହୁ— ଲୋକଙ୍କୁ ପୂରାଇବା — To over crowd a place; to push many persons into a small place
  • ଦେ. ନ୍ତ୍ରି — ଜୁଲମ୍ କରିବା; ଅତ୍ୟାଚାର କରିବା — To oppress