ଧକଚକ ହେବା Dhakachaka hebā
- ଦେ. ନ୍ତ୍ରି — ବୃଥା ବିଶେଷ ବାକ୍ୟ ବ୍ୟୟ କରିବା — To talk long for nothing; to babble
- ଦେ. ନ୍ତ୍ରି — ସଗଡ଼ ଆଦିରେ ବସି ଅସମତଳ ଭୂମିରେ ଦ୍ରୁତଗତିରେ ଶଗଡ଼ ଚଳିବା ଯୋଗୁ ହଲଚଲ ହେବା — To be awfully shaken (said of a person sitting on a cart driven on a very rough road)