ଧକଉଁଧକା Dhakauñ dhakā

  • ଦେ. ବି — ପରସ୍ପର ଧକା ମରାମରି; ଧକାଧକି — Pushing each other; mutual shoving
  • ଦେ. ବି — ଅତିଶୟ ଜନତା ମଧ୍ୟରେ ଠେଲା ଠେଲି — Pushing each other in a large crowd; justling in a dense crowd