ଧଉଳେଇବା Dhauḻeibā

  • ଦେ. କ୍ରି (ସଂ. ଧବଳରୁ ଓଡିଆ ନାମ ଧାତୁ) — ଧୋବ କରିବା — To whiten
  • ଦେ. କ୍ରି (ସଂ. ଧବଳରୁ ଓଡିଆ ନାମ ଧାତୁ) — କାନ୍ଥକୁ ଚୂନଆଦି ଲେପି ଧଳା କରିବା — To whitewash