ଧଇର୍ୟ୍ୟ Dhairj̄ya
- ଗ୍ରା (ପଦ୍ୟ)ବି. (ସଂ. ଧୈର୍ଯ୍ୟ) — ଦମ୍ଭ; ଧୈର୍ଯ୍ୟ — Patience; fortitude
- ଗ୍ରା (ପଦ୍ୟ)ବି. (ସଂ. ଧୈର୍ଯ୍ୟ) — ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି ନଯନାନ୍ତ ବରିଛି ଆଞ୍ଚି । କବିସୂର୍ଯ୍ୟ. ସଙ୍ଗୀତ।
- ଗ୍ରା (ପଦ୍ୟ)ବି. (ସଂ. ଧୈର୍ଯ୍ୟ) — ଦୃଢ଼ତା — Firmness
- ଗ୍ରା (ପଦ୍ୟ)ବି. (ସଂ. ଧୈର୍ଯ୍ୟ) — ଶାନ୍ତଭାବ — Calmness; composure