ଧଅପ ଚିକଣ Dhaa-pa chikana

  • ପ୍ରାଦେ. (ଯାଜପୁର) ବିଣ. — ଯେ ଭିତରେ ଅସାର କିନ୍ତୁ ବାହାରେ ଚକଚକିଆ ଦେଖାଯାଏ । — That which has an outward show while possessing no inner worth; gaudy