ଦୟ୍ (ଧାତୁ) Da-y (root)
- ସଂ. — ଅନୁଗ୍ରହ କରିବା — To favour
- ସଂ. — ଦୟା କରିବା — To be kind or merciful
- ସଂ. — ଦାନ କରିବା — To give
- ସଂ. — ଗମନ କରିବା — To move; to go
- ସଂ. — ଗ୍ରହଣ କରିବା — To accept
- ସଂ. — ହିଂସା କରିବା (ଜ୍ଞାନେନ୍ଦ୍ର) — To injure
- ସଂ. — ରକ୍ଷା କରିବା (ଜ୍ଞାନେନ୍ଦ୍ର) — To protect