ଦୟା ମାୟା Dayā māyā
- ଦେ. ବି. (ଅନୁଚର ଶବ୍ଦଦ୍ୱୟ; ଦୟା+ମାୟା) — ଦୟା ଓ ମାୟା; ଦୟା ଓ ମମତା — Kindness and a feeling of attachment
- ଦେ. ବି. (ଅନୁଚର ଶବ୍ଦଦ୍ୱୟ; ଦୟା+ମାୟା) — [ଦ୍ର—ଦୟା=ପରପାଇଁ ସହାନୁଭୂତି; ମାୟା— ଆପଣାର ସୁଖ ଲାଭପାଇଁ ପରପାଇଁ ସହାନୁଭୂତି; ଦୟା ନିର୍ମଳ କିନ୍ତୁ ମାୟା ଆବିଳ। ଦୟା, ସ୍ନେହ, ପ୍ରେମ, କୃପା ଏମାନେ ସ୍ୱର୍ଗୀୟ; ମାୟା, ମମତା ଏମାନେ ପାର୍ଥିବ।]