ଦୟା ବହିବା Dayā bahibā

  • ଦେ. କ୍ରି. — ଅନ୍ଯ ପ୍ରତି କରୁଣାର୍ଦ୍ର ହେବା — To take pity; to be moved
  • ଦେ. କ୍ରି. — ଦୟା ନ ବହିଲେ ଶୁଣି ଅବଳା ରୋଦନ; ରାଧାନାଥ. ବେଣୀ ସଂହାର।