ଦୟା ପାତ୍ର Dayā pātra

  • ସଂ. ବିଣ. (ଦୟା+ପାତ୍ର; 6 ଷ୍ଠୀ ତତ୍) — ଦୟାର ପାତ୍ର; ଦୟାର ଯୋଗ୍ୟ — Deserving pity
  • ବି. — ଅନ୍ୟଠାରୁ ଦୟା ପାଇବାର ଉପଯୁକ୍ତ ବ୍ଯକ୍ତି — An object of pity or compassion