ଦୟା ପାଇବା Dayā pāibā

  • ଦେ. କ୍ରି. — ଦୟା କରିବା; ଅନୁଗ୍ରହ କରିବା — To favour; to be moved with pity; to show pity
  • ଦେ. କ୍ରି. — ଦୟା ପାଇ ତାକୁ ନ ମାରି ରଖିଲେ ଭୃତ୍ୟପଣକୁ। ପ୍ରାଚୀ ପ୍ରତାପ ଶଶୀସେଣା।