ଦୟା ନିଧାନ Dayā-nidhāna

  • ସଂ. ବି.—(ଦୟା+ନିଧାନ; 6 ଷ୍ଠୀ ତତ୍) — ଦୟାର ଆଧାର; ଦୟାସାଗର; ଅତି ଦୟାଶୀଳ ବ୍ଯକ୍ତି — An abode of pity; a very kind person
  • ବିଣ. — ଦୟାମୟ — Full of kindness