ଦୟା ଧର୍ମ Dayā dharma

  • ସଂ. ବି. (ଦୟା ରୂପ ଧର୍ମ; ରୂପକ) — ଦୟାରୂପ ଗୁଣ — The quality of kindness
  • ସଂ. ବି. (ଦୟା ରୂପ ଧର୍ମ; ରୂପକ) — ଦୟା — Kindness
  • ସଂ. ବି. (ଦୟା ରୂପ ଧର୍ମ; ରୂପକ) — (ଦ୍ୱନ୍ଦ୍ୱ) ଦୟା ଓ ଧର୍ମ — 2. Pity and piety