ଦୟା ଦୃଷ୍ଟି Dayā dṛusṭi

  • ସଂ. ବି.—(ମ. ପ. ଲୋ; ଦୟା+ଦୃଷ୍ଟି) — ଦୟାପୂର୍ଣ୍ଣ ଦୃଷ୍ଟି; କୌଣସି ବ୍ଯକ୍ତି ପ୍ରତି କରୁଣା ବା ଅନୁଗ୍ରହପୂର୍ଣ୍ଣ ଭାବ — Kind consideration shown to a person; favourable look