ଦ୍ୱୟାତିଗ Dwayātiga
- ସଂ. ବିଣ. ପୁଂ. (ଦ୍ୱୟ+ଅତି+ଗମ୍ ଧାତୁ+କର୍ତ୍ତୃ. ଅ) — ରଜଃ ଓ ତମଃ ଗୁଣକୁ ଯେ ଅତିକ୍ରମ କରି ଅଛି — One whose mind is freed from the influence of the two gross worldly attributes, Rajas and Tamas
- ସଂ. ବିଣ. ପୁଂ. (ଦ୍ୱୟ+ଅତି+ଗମ୍ ଧାତୁ+କର୍ତ୍ତୃ. ଅ) — ସାଧୁ — Saintly; virtuous