ଦ୍ୱୟବାଦୀ Dwayabādī

  • ସଂ. ବିଣ. ପୁଂ (ଦ୍ୱୟ+ବାଦିନ୍; 1 ମା. 1 ବ.)—ଅସରଳ; ଦୋମୁହାଁ — Double-tongued; insincere
  • ସଂ. ବିଣ. ପୁଂ (ଦ୍ୱୟ+ବାଦିନ୍; 1 ମା. 1 ବ.)—ଅସରଳ; ଦୋହଲପୀ (ଦେଖ) — Dohalapi (See)