ଦ୍ୱ୍ୟାତ୍ମକ Dwyātmaka

  • ସଂ. ବିଣ. ପୁଂ (ଦ୍ୱି+ଆତ୍ମନ୍+ଅକ) — ଦୁଇ ଆତ୍ମା ବା ସ୍ୱରୂପବିଶିଷ୍ଟ — Having a double nature
  • ସଂ. ବି. — (ଜ୍ୟୋତିଷ) ମିଥୁନ, କନ୍ଯା, ଧନୁ ଓ ମୀନ ରାଶି (ହି. ଶବ୍ଦସାଗର) — (Astrology) The zodiacal signs of Gemini, Virgo, Sagittarius and Piscus