ଦ୍ୱ୍ୟଣୁକ Dwyaṇuka

  • ସଂ. ବିଣ. (ଦ୍ୱି+ଅଣୁ+କ) — ଦୁଇ ପରମାଣୁର ସମଷ୍ଟିରେ ଗଠିତ — Consisting of two atoms
  • ବି — ଦୁଇ ଅଣୁର ସମାହାର — An aggregate of two atoms; diad (molecule)