ଦ୍ୱ୍ୟକ୍ଷର Dwyakshara

  • ସଂ. ବି. (ଦ୍ୱି+ଅକ୍ଷର; ବହୁବ୍ରୀହି) — ଦୁଇ ଅକ୍ଷର ଯୁକ୍ତ ଚିହ୍ନ ବା ବର୍ଣ୍ଣ — Diphthong; compound letter
  • ସଂ. ବି. (ଦ୍ୱି+ଅକ୍ଷର; ବହୁବ୍ରୀହି) — ଦୁଇ ଅକ୍ଷରବିଶିଷ୍ଟ ପଦ ବା ଶବ୍ଦ — Word consisting of letters; dissyllable