ଦ୍ୱୈମାତୃକ Dwa̲i̱mātṛuka

  • ସଂ. ବିଣ. (ଦ୍ୱି+ମାତୃ+କ) — ବର୍ଷାଜଳ ଓ ନଦୀ ଜଳ ଦ୍ୱାରା ଯେଉଁ ଦେଶରେ ଶସ୍ୟାଦି ଉତ୍ପାଦିତ ହୁଏ; ବୃଷ୍ଟି ଜଳ ଓ ସିକ୍ତ ଜଳ ଦ୍ୱାରା ଯେଉଁ ଦେଶରେ ଶସ୍ୟ ବଢ଼େ — (a country) Growing crops with the helps of rain water and artificial irrigation