ଦ୍ୱୈଧୀଭାବ Dwa̲i̱dhībhāba

  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+ଭାବ) — ଅନ୍ତରର ଭାବ ଗୋପନ କରି ମୁଖରେ ଅନ୍ଯ ଭାବ ପ୍ରକାଶ କରିବା — Hypocricy
  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+ଭାବ) — ସନ୍ଦେହ — Hesitation
  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+ଭାବ) — କର୍ତ୍ତବ୍ୟ ବା ମତର ଅସ୍ଥିରତା — Vacillation
  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+ଭାବ) — କପଟାଚାର — Duplicity
  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+ଭାବ) — ଦୋନାବୁଡ଼ିଆ ରୀତି — Double dealing