ଦ୍ୱୈଧୀକରଣ Dwa̲i̱dhikaraṇa

  • ସଂ. ବି. (ଦ୍ୱୈଧ+ଅଭୂତଦ୍ଭାବେ ଚ୍ୱି+କରଣ) — ଦୁଇଖଣ୍ଡ ବା ଭାଗରେ ବିଭକ୍ତ କରଣ — Dividing into two