ଦ୍ୱେଷ୍ଟା Dweshṭā
- ସଂ. ବିଣ. ପୁଂ. (ଦ୍ୱିଷ୍ ଧାତୁ+ତୃ; 1 ମା. 1 ବ) — ଶତ୍ରୁତାଚରଣକାରୀ — Inimical
- ସଂ. ବିଣ. ପୁଂ. (ଦ୍ୱିଷ୍ ଧାତୁ+ତୃ; 1 ମା. 1 ବ) — ଯେ ହିଂସାକରେ; ହିଂସ୍ର — Revengeful; malicious
- ସଂ. ବିଣ. ପୁଂ. (ଦ୍ୱିଷ୍ ଧାତୁ+ତୃ; 1 ମା. 1 ବ) — ଘୃଣାକାରୀ — Hating
- ବି. — ଶତ୍ରୁ — Enemy
- ବି. — ବିରୋଧୀ — Adversary; rival