ଦ୍ୱୀପବାନ୍ Dwīpabān

  • ସଂ. ବିଣ (ଦ୍ୱୀପ+ବତ୍; 1 ମା. 1 ବ) — ଦ୍ୱୀପବିଶିଷ୍ଟ — Studded with isles; abounding in islands
  • ସଂ. ବିଣ (ଦ୍ୱୀପ+ବତ୍; 1 ମା. 1 ବ) — ଯହିଁରେ ଅନେକ ଦ୍ୱୀପ ଅଛି — Having many islands
  • ବି — ସମୁଦ୍ର — The sea
  • ବି — ନଦ — A big and shallow river