ଦ୍ୱୀପ ସ୍ତମ୍ଭ Dwīpa stambha

  • ଦେ. ବି — ଆଲୋକ ସ୍ତମ୍ଭ — Light house
  • ଦେ. ବି — ଶୋଭିବ ସଂସାରାର୍ଣ୍ଣବ ଦ୍ୱୀପସ୍ତମ୍ଭ ପ୍ରାୟେ ଭାରତୁ ବିକୀର୍ଣ୍ଣ ହୋଇ ଏହି ଧର୍ମଜ୍ୟୋତିଃ। ରାଧାନାଥ. ମହାଯାତ୍ରା।