ଦ୍ୱିହାୟନ Dwihāyana

  • ସଂ. ବିଣ. (ଦ୍ୱି+ହାୟନ=ବର୍ଷ+ଅ) — ଯାହାର ବୟସ ଦୁଇ ବର୍ଷ; ଦୁଇ ବର୍ଷିଆ; ଦୋସାଳିଆ — Aged two years