ଦ୍ୱିଷ୍ଟ Dwishṭa

  • ସଂ. ବିଣ. (ଦ୍ୱିଷ୍ ଧାତୁ+କର୍ମ. ତ) — ଯାହା ପ୍ରତି ଶତ୍ରୁତାଚରଣ କରା ଯାଇ ଥାଏ — Envied
  • ସଂ. ବିଣ. (ଦ୍ୱିଷ୍ ଧାତୁ+କର୍ମ. ତ) — ଘୃଣିତ — Hated; disliked