ଦ୍ୱିରଶନ Dwiraṡana

  • ସଂ. ବି. (ଦ୍ୱି+ଅଶନ) — (ଦ୍ୱିଗୁ) ଦିନରେ ଦୁଇଥର ଭୋଜନ — Two meals during a day
  • ବିଣ — (ବହୁବ୍ରୀହି) ଯେ ଦିନରେ ଦୁଇଥର ଭୋଜନ କରେ — Taking two meals a day