ଦ୍ୱିମୁଖ Dwimukha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦ୍ୱି+ମୁଖ) — ଦୁଇଗୋଟି ମୁଖବିଶିଷ୍ଟ — Two-faced
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦ୍ୱି+ମୁଖ) — ଯାହାର ଦୁଇଟି ଦର୍ଶନୀୟ ପାଖ ଥାଏ — Having two phases
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦ୍ୱି+ମୁଖ) — (ଲକ୍ଷଣାର୍ଥ) ଦୋମୁହାଁ; ଯାହାର କଥା ବଦଳେ — (figurative) Fickle of promise
  • ବି — ଦୋମୁଣ୍ଡିଆ ସାପ — A kind of snake having its tail resembling the head