ଦ୍ୱିମୁଖୀ Dwimukhī
- ସଂ. ବିଣ. ସ୍ତ୍ରୀ. (ଦ୍ୱି ମୁଖ+ଈ) — ଦ୍ୱିମୁଖର ସ୍ତ୍ରୀଲିଙ୍ଗ — Feminine of Dwimukha
- ସଂ. ବି. — ପ୍ରସବ କରୁଥିବା ଗାଈ — A cow while it is giving birth to a calf
- ସଂ. ବି. — [ଦ୍ର—ଏପରି ଗାଈକୁ ଦାନ କରିବା ବିଶେଷ ପୁଣ୍ୟଜନକ ବୋଲି ହିନ୍ଦୁଶାସ୍ତ୍ରମାନଙ୍କରେ ଉପବିଷ୍ଟ ହୋଇଅଛି।]