ଦ୍ୱିବେଦୀ Dwibedī

  • ସଂ. ବିଣ. ପୁଂ (ଦ୍ୱି+ବେଦ+ଇନ୍; 1 ମା. 1 ବ) — ଦ୍ୱିବେଦ (ଦେଖ) — Dwibeda (See)
  • ସଂ. ବି. — ବ୍ରାହ୍ମଣମାନଙ୍କ ଉପାଧିବିଶେଷ — A family-title of certain Brāhmaṇas