ଦ୍ୱିବିଦ Dwibida

  • ସଂ. ବି. — ସୁଗ୍ରୀବଙ୍କ ଦ୍ୱାରପାଳ ମର୍କଟବିଶେଷ (ଏ ରାମଚନ୍ଦ୍ରଙ୍କ କପିସେନାର ଏକ ସେନାପତି ଥିଲେ) — Name of monkey, doorkeeper of Sugrība
  • ସଂ. ବି. — ବସିଥିଲା ଦ୍ୱିବିଦ ନାମରେ କପି ଦ୍ୱାରେ—ଭଞ୍ଜ, ବୈଦେହୀଶବିଳାସ।