ଦ୍ୱିବାର୍ଷିକ Dwibārshika

  • ସଂ. ବିଣ. (ଦ୍ୱି+ବର୍ଷ+ଇକ) — ଦୁଇ ବର୍ଷ ବୟସ୍କ — Aged two years
  • ସଂ. ବିଣ. (ଦ୍ୱି+ବର୍ଷ+ଇକ) — ଦୁଇ ବର୍ଷରେ ଫଳିବା — Ripening in two years
  • ସଂ. ବିଣ. (ଦ୍ୱି+ବର୍ଷ+ଇକ) — ଦୁଇ ବର୍ଷରେ ଘଟିବା — Happening at the end of two years