ଦ୍ୱିବଚନ Dwibachana

  • ସଂ. ବି — ବ୍ୟାକରଣରେ ଦୁଇ ସଂଖ୍ୟାବୋଧକ ବିଭକ୍ତି — (grammar) The dual number
  • ସଂ. ବି — [ଦ୍ର—ସଂସ୍କୃତରେ ଏକବଚନ, ଦ୍ୱିବଚନ ଓ ବହୁବଚନ ଅଛି; କିନ୍ତୁ ଭାଷାରେ ନାହିଁ। ଦ୍ୱିବଚନ ବୁଝାଇବାକୁ ହେଲେ ଶବ୍ଦ ପରେ ଦ୍ୱୟ, ଦୁହେଁ, ଦୁଇ ଆଦି ଯୋଗ କରାଯାଏ।]