ଦ୍ୱିଧା Dwidha
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ଥର — Twice
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ଗୁଣ — Doubly
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ଖଣ୍ଡରେ — In two; into two
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ପ୍ରକାରରେ — In two ways
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ଦିଗରେ — In two directions
- ସଂ. କ୍ରି. ବିଣ (ଦ୍ୱି+ପ୍ରକାରାର୍ଥେ. ଧା) — ଦୁଇ ଭାଗରେ — In two parts
- ବିଣ. ସ୍ତ୍ରୀ (ଦ୍ୱିଧ+ଆ) — ଦୁଇ ପ୍ରକାରର — Of two kinds; of two sorts
- ବିଣ. ସ୍ତ୍ରୀ (ଦ୍ୱିଧ+ଆ) — ଡବଲ; ଦ୍ୱିଗୁଣିତ — Twofold; double
- ଦେ. ବି (ଦ୍ୱିଧା ଭାବ) ଧୋକା; ସନ୍ଦେହ — Hesitation; doubt; vacillation; misgiving