ଦ୍ୱିଧା ଗତି Dwidhā gati

  • ସଂ. ବିଣ. (ବହୁବ୍ରୀହି; ଦ୍ୱିଧା+ଗତି) — ଉଭୟଚର — Amphibious
  • ସଂ. ବିଣ. (ବହୁବ୍ରୀହି; ଦ୍ୱିଧା+ଗତି) — ଦୁଇ ପ୍ରକାର ଗତିବିଶିଷ୍ଟ — Having two kinds of motion
  • ବି. — କୁମ୍ଭୀର — A crocodile
  • ବି. — ଉଭୟଚର ଜନ୍ତୁ — An amphibious animal
  • ବି. — କଙ୍କଡ଼ା — A crab (Apte)