ଦ୍ୱିତୀୟ Dwitīya

  • ସଂ. ବିଣ. ପୁଂ (ଦ୍ୱି+ପୂରଣାର୍ଥେ. ତୀୟ) — ଦୁଇର ପୂରକ; ଦୁଇ ସ୍ଥାନୀୟ — Second
  • ସଂ. ବିଣ. ପୁଂ (ଦ୍ୱି+ପୂରଣାର୍ଥେ. ତୀୟ) — ଅନ୍ଯ — Another
  • ବି. ପୁଂ — ପୁତ୍ର — Son
  • ବି. ପୁଂ — ସଙ୍ଗୀ — Companion (Apte)
  • ବି. ପୁଂ — ବନ୍ଧୁ — Friend (Apte)
  • ବି. ପୁଂ — [ଦ୍ର—ଏ ଶବ୍ଦ ଅନ୍ଯ ବ୍ଯକ୍ତିବାଚକ ଶବ୍ଦସଙ୍ଗେ ଯୁକ୍ତ ହୋଇ ସମାସରେ ଉପରୋକ୍ତ 2 ୟ ଓ 3 ୟ ଅର୍ଥ ପ୍ରତିପାଦନ କରେ। ଯଥା— ପତ୍ନୀ ଦ୍ୱିତୀୟ=ଯାହାଙ୍କ ସଙ୍ଗେ ପତ୍ନୀ ଅଛନ୍ତି।] — [ଦ୍ର—ଏ ଶବ୍ଦ ଅନ୍ଯ ବ୍ଯକ୍ତିବାଚକ ଶବ୍ଦସଙ୍ଗେ ଯୁକ୍ତ ହୋଇ ସମାସରେ ଉପରୋକ୍ତ2ୟ ଓ3ୟ ଅର୍ଥ ପ୍ରତିପାଦନ କରେ ଯଥା— ପତ୍ନୀ ଦ୍ୱିତୀୟ=ଯାହାଙ୍କ ସଙ୍ଗେ ପତ୍ନୀ ଅଛନ୍ତି]
  • ବି. ପୁଂ — ଦ୍ୱିତୀୟ ପୁରୁଷ (ଦେଖ) — Dwitīya purusha (See)
  • ବି. ପୁଂ — ଅର୍ଦ୍ଧାଂଶ — The half (Apte)