ଦ୍ୱିତୀୟକ Dwitīyaka

  • ସଂ. ବିଣ. (ଦ୍ୱିତୀୟ+କ) — ଦ୍ୱିତୀୟ (ଦେଖ) — Dwitīya (See)
  • ସଂ. ବିଣ. (ଦ୍ୱିତୀୟ+କ) — ଦ୍ୱିତୀୟ ଥର ଘଟିଥିବା — Happening a second time (Apte)
  • ସଂ. ବିଣ. (ଦ୍ୱିତୀୟ+କ) — ଯେଉଁ ଜ୍ୱର ପ୍ରତ୍ୟେକ ଦ୍ୱିତୀୟ ଦିନ ଆକ୍ରମଣ କରେ; ଏକୋଇ (ଜର) — (fever) Returning every second day (Apte)