ଦ୍ୱିଟ୍ Dwiṭ

  • ସଂ. ବି. (ଦ୍ୱିଷ୍ ଧାତୁ+କ୍ୱିପ୍; ଦ୍ୱିଷ୍ ଶବ୍ଦର 1 ମା. 1 ବ) — ଶତ୍ରୁ — Enemy
  • ବିଣ — ବିରୋଧୀ; ଶତ୍ରୁଭାବାପନ୍ନ; ଦ୍ୱେଷକାରୀ — Inimical; spiteful; malicious; hostile