ଦ୍ୱିଜାତୀୟ Dwijātīya

  • ସଂ. ବିଣ. (ଦ୍ୱି+ଜାତି+ଈୟ) — ଦୁଇ ପ୍ରକାରର — Of two kinds
  • ସଂ. ବିଣ. (ଦ୍ୱି+ଜାତି+ଈୟ) — ଦ୍ୱିଜ ସମ୍ବନ୍ଧୀୟ — Relating to the twice-born castes
  • ସଂ. ବିଣ. (ଦ୍ୱି+ଜାତି+ଈୟ) — ଦୋନସଲା — Mongrel; hybrid
  • ବି — ଖଚର; ଅଶ୍ୱତର — Mule