ଦ୍ୱିଜଲିଙ୍ଗୀ Dwijaliṅgī
- ସଂ. ବି. (ଦ୍ୱିଜ+ଲିଙ୍ଗ୍+ଇନ୍; 1 ମା. 1 ବ) — ଛଳ ବ୍ରାହ୍ମଣ; ବ୍ରାହ୍ମଣ ବେଶଧାରୀ ଅବ୍ରାହ୍ମଣ — One disguised as a Brāhmaṇa; one who pretends to be a Brāhmaṇa; a pseudo Brāhmaṇa
- ସଂ. ବି. (ଦ୍ୱିଜ+ଲିଙ୍ଗ୍+ଇନ୍; 1 ମା. 1 ବ) — କ୍ଷତ୍ରିୟ — A Kshatriya (Apte)