ଦ୍ୱିଜନ୍ମା Dwijanmā

  • ସଂ. ବି. (ବହୁବ୍ରୀହି; ଦ୍ୱି+ଜନ୍ମନ୍; 1 ମା. 1 ବ) — ଦ୍ୱିଜ (ଦେଖ) — Dwija (See)
  • ସଂ. ବିଣ — ଦୁଇଟି ବିଭିନ୍ନ ପ୍ରକୃତିବିଶିଷ୍ଟ — Having two different natures (Apte)
  • ସଂ. ବିଣ — ଦୁଇ ଥର ଜନ୍ମଗ୍ରହଣ କରିଥିବା — Regenerated (Apte)