ଦ୍ୱିଜ ବନ୍ଧୁ Dwija bandhu

  • ସଂ. ବି — ନିକୃଷ୍ଟ ଶ୍ରେଣୀର ବ୍ରାହ୍ମଣ — A Brāhmaṇa of a lower order
  • ସଂ. ବି — ଦୈବଜ୍ଞ; ଭାଟଆଦି — Astrologers etc
  • ସଂ. ବି — ଦ୍ୱିଜଲିଙ୍ଗୀ (ଦେଖ) — Dwijaliṅgī (See)
  • ସଂ. ବି — ଯେ ନାମରେ ଓ ଜନ୍ମତଃ ବ୍ରାହ୍ମଣ, କିନ୍ତୁ ବ୍ରାହ୍ମଣୋଚିତ କର୍ମ କରେ ନାହିଁ — A person who is Brāhmaṇa by name and birth only but not by acts