ଦ୍ୱି ଗର୍ଭ Dwigarbha

  • ସଂ. ବିଣ — ଯେଉଁ ଜନ୍ତୁର ଦୁଇଟି ଗର୍ଭ ଥାଏ — Marsupial; having a pouch under the belly
  • ସଂ. ବିଣ — [ଦ୍ର—ଅଷ୍ଟ୍ରେଲିଆ ମହାଦେଶରେ ଅପୋସମ୍, କଙ୍ଗାରୁ ଆଦି କେତେକ ପଶୁଙ୍କର ଛୁଆମାନଙ୍କୁ ବହନ କରିବା ନିମନ୍ତେ ପେଟତଳେ ଚମର ଗୋଟିଏ ମୁଣି ଥାଏ।]