ଦ୍ୱାରେ ଦ୍ୱାରେ Dwāre dwāre

  • ଦେ. କ୍ରି. ବିଣ. (ସଂ. ଦ୍ୱାରି+ଦ୍ୱାରି) — ଅଘର ଦ୍ୱାରି; ପ୍ରତି ଦ୍ୱାରରେ — At every door
  • ଦେ. କ୍ରି. ବିଣ. (ସଂ. ଦ୍ୱାରି+ଦ୍ୱାରି) — ଏକ ଦ୍ୱାରରୁ ଅନ୍ଯ ଦ୍ୱାରକୁ — From door to door