ଦ୍ୱାରସ୍ଥ Dwārastha
- ସଂ. ବିଣ. ପୁଂ. (ଦ୍ୱାର+ସ୍ଥା ଧାତୁ+ଅ) — ଯେ ଦ୍ୱାରଦେଶରେ ଅବସ୍ଥାନ କରେ — Standing at the door
- ସଂ. ବିଣ. ପୁଂ. (ଦ୍ୱାର+ସ୍ଥା ଧାତୁ+ଅ) — ଭିକ୍ଷା ନିମନ୍ତେ ଦ୍ୱାରରେ ଉପସ୍ଥିତ — Arrived at the door of a person for begging
- ସଂ. ବିଣ. ପୁଂ. (ଦ୍ୱାର+ସ୍ଥା ଧାତୁ+ଅ) — (ଲକ୍ଷଣାର୍ଥ) ଶରଣାଗତ — (figurative) Coming to one's door for shelter; soliciting shelter
- ସଂ. ବି — ଦ୍ୱାରୀ; ଦ୍ୱାରପାଳ — Doorkeeper (Apte)