ଦ୍ୱାରପାଳ Dwārapāḻa

  • ସଂ. ବି (ଦ୍ୱାର+ପାଳି ଧାତୁ+କର୍ତ୍ତୃ. ଅ) — ଯେ ଦ୍ୱାର ଜଗେ; ଦରୁଆନ; ଦୌବାରିକ — Porter; gatekeeper; doorkeeper
  • ସଂ. ବି (ଦ୍ୱାର+ପାଳି ଧାତୁ+କର୍ତ୍ତୃ. ଅ) — ଯେ ସ୍ଥାନରେ ଯେତେକ ଦ୍ୱାରପାଳେ ଛନ୍ତି—କୃଷ୍ଣସିଂହ. ମହାଭାରତ. ସଭା।
  • ସଂ. ବି (ଦ୍ୱାର+ପାଳି ଧାତୁ+କର୍ତ୍ତୃ. ଅ) — ଦେବାଳୟମାନଙ୍କ ଦ୍ୱାରଦେଶରେ ସ୍ଥାପିତ ତତ୍ତତ୍ ଦେବତାଙ୍କ ଦ୍ୱାରୀମାନଙ୍କ ମୂର୍ତ୍ତି — The images of the Deity's doorkeepers placed at the entrance of a temple