ଦ୍ୱାରଦାରୁ Dwāradāru

  • ସଂ. ବି (ବୈଦ୍ଯକ) — ଭୂମିସହ ନାମକ ଔଷଧଦ୍ରବ୍ୟ— ବିଶେଷ — A kind of medicinal herb
  • ସଂ. ବି (ବୈଦ୍ଯକ) — [ଦ୍ର—ଏହା ଶୀତବୀର୍ଯ୍ଯ ଓ ରକ୍ତପିତ୍ତ— ପ୍ରସାଦକ ଅଟେ।]
  • ସଂ. ବି (ବୈଦ୍ଯକ) — ସାଗୁଆନ କାଠ — Teak wood (Apte)